STORYMIRROR

Pinku Ranbida

Children

3  

Pinku Ranbida

Children

ପହେଲା ଗଲି ଇସ୍କୁଲ୍ ପଢି

ପହେଲା ଗଲି ଇସ୍କୁଲ୍ ପଢି

1 min
248

ବଡା ଡର୍ ଲାଗୁଥିଲା ମତେ

          କାନ୍ଧୁଥିଲି ତଲେ ଗଡି ଗଡି ,

ମାଆ,ବୁଆର୍ ହାତ୍ କେ ଛାଡି

          ପହେଲା ଗଲି ଇସ୍କୁଲ୍ ପଢି ।


ଡର୍ ଲାଗୁଥିଲା କେତିନି କେତେ

     କାଏ ବଲବେ ସାର୍ ମେଡମ୍ ମତେ,

ଅଧା ବାଟ୍ ଯାଇ ଘୁଚି ଆସୁଥିଲି

      ଯା ପଢି ମାଆ କହୁଥିଲା କେତେ ।


ନାଇଁ ଯାଏ,ନାଇଁ ଯାଏ କହୁଥିଲି

        ମାଆ କେ ମୋର୍ ଡରଉଥିଲି,

କେତେ ଲାଡେ ଗେଲେ ବୁଝେଇ

        ମାଆ କେ ମୋର୍ ମନଉଥିଲି ।


ମାଆ ବି ମୋର୍ ଚାଲାକ୍ ଥିଲା

         ମିଠା କଥା ମତେ କହେଲା,

ଯା ରେ ପୁଓ ଇସ୍କୁଲ୍ କେ ପଢି

          ତୁଇଁ ପରେ ମୋର୍ ଗେହ୍ଲା ।


ତୋର୍ ଲାଗି ପୁଓ ରାନ୍ଧି ଥିମି

         ଶିକାର୍, ଭାତ୍,ତରକାରି,

ଯେତେବେଲେ ଛୁଟି ହେବା

       ଆଏବୁ ଡଉଡି,ଡଉଡି କରି ।


ସେ କଥା ସୋର୍ ପଡିଗଲେ

      ଆଖିର୍ ପାଏନ୍ ଯାଉଛେ ଝରି,

ଆଏତା ଆର୍ ଥରେ ଫିରି

    ନାଚତି କେତେ କିନ୍ଦିରୀ କିନ୍ଦିରୀ ।


Rate this content
Log in

Similar oriya poem from Children