STORYMIRROR

PRASANTA KUMAR MAHAPATRA

Romance

2  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା ୨୧

ପଦଟିଏ ତୋ ନାଁରେ ପ୍ରିୟା ୨୧

1 min
22

ସତୃଷ୍ଣ ଦୃଷ୍ଟି ରଖିଛି 

ରଖିବି

ତୁମ ଚକ୍ର ଆଗରେ 

ଶିର ପାତି ଦେବି I

ଅମୃତ ଭାଣ୍ଡରୁ ଟିକିଏ ଚାଖିବି I


ହସ୍ତ , ପାଟି , ଚକ୍ଷୁ , ମନ 

କୋମଳ କରିବି 

ରକ୍ତରେ ଉଷୁମ ଭରିବି 

ଅମୃତ ଭାଣ୍ଡଟିକୁ 

ଥରେ ହେଲେ ହାତରେ ଧରିବି I


ତୁମ ଆଇନରେ 

ଦଣ୍ଡିତ ହେବି 

ସମାଜ ଆଗରେ 

କଳଙ୍କିତ ହେବି

ତୁମ ଆହ୍ୱାନର 

ମୁକାବିଲା କରିବି 

ଅମୃତ ଭାଣ୍ଡଟିକୁ 

ଥରେ ଛୁଇଁବି I

ମନରେ 

ଅମୃତ ଭରିବି I 


Rate this content
Log in

Similar oriya poem from Romance