STORYMIRROR

BULU BEHERA

Inspirational

2  

BULU BEHERA

Inspirational

ପବିତ୍ର ଦିବସ ସ୍ୱାଧୀନତା ଦିବସ

ପବିତ୍ର ଦିବସ ସ୍ୱାଧୀନତା ଦିବସ

1 min
184


ଦିବସ  ଭିତରେ  ତ" ଏମିତି


କେତେ  ପବିତ୍ର ଦିବସ ସବୁ ଅଛି,


ବାର  ମାସରେ  ତେର ପର୍ବ


ପାଳିଲା ପରି  ଆମ୍ଭେମାନେ


ବିଭିନ୍ନ ସବୁ  ଦିବସ ପାଳିଥାଉ |




ଜାନୁଆରୀ ଛବିଶିରେ  ଆମେ


ସାଧାରଣତନ୍ତ୍ର ଦିବସ  ପାଳିଥାଉ ତ"


ଏପ୍ରିଲ ମାସ ଏକ ତାରିଖକୁ


ଉତ୍କଳ ଦିବସ  ଭାବରେ |


ସେହିପରି  ମେ ମାସ ଏକ ତାରିଖକୁ


ଶ୍ରମିକ  ଦିବସ  ରୂପରେ |




ସେପ୍ଟେମ୍ବର ମାସ ପାଞ୍ଚ ତାରିଖକୁ


ଗୁରୁ ଦିବସ  ଭାବେ ତ"


ଡିସେମ୍ବର ଏକ ତାରିଖକୁ


ବିଶ୍ୱ ଏଡ଼ସ ଦିବସ |


ଏହିପରି ଅନେକ ଦିବସ


ସର୍ବ ଭାରତୀୟ  ସ୍ତରରେ


ସର୍ବେ  ପାଳନ କରିଥାଉ |




ଯେଉଁ ମହାନ  ନେତାମାନଙ୍କ


ଆପ୍ରାଣ, ଉଦଯୋଗରେ


ଆଉ  ନିଜ ଜୀବନ  ବଳିଦାନରେ,


ମହା ମାନବ ମହାତ୍ମା ଗାନ୍ଧୀଙ୍କ


ମହାନ  ଅହିଂସା ନୀତିରେ,


ଇଂରେଜୀମାନେ  ଡରିଯାଇ


ତେର ନଇ  ସାତ  ଦରିଆ ଦେଇଁ


ନିଜ ଦେଶକୁ  ପଳାୟନ  କରିଥିଲେ


|


ସେହି ମହାନ ପବିତ୍ର ଦିନଟି ଥିଲା


ଉଣେଇଷି ଶହ ସତଚାଲିଶି ମସିହା


ଅଗଷ୍ଟ ମାସ ପନ୍ଦର ତାରିଖ |




ସେହି ଦିବସ ଟିକୁ ଆମେ ପଲ୍ଲୀ


ପଲ୍ଲୀ ଠାରୁ  ଆଜି  ଦିଲ୍ଲୀ ପର୍ଯ୍ୟନ୍ତ


ସର୍ବ ଭାରତୀୟ  ସ୍ତରରେ ଆମେ


ସ୍ୱାଧୀନତା ଦିବସ  ଭାବରେ 


ଆମେ  ପାଳନ କରୁଛୁ ଏବଂ 


ଭବିଷ୍ୟତରେ ମଧ୍ୟ  କରିଥିବୁ  |


Rate this content
Log in

Similar oriya poem from Inspirational