"ପବିତ୍ର ବନ୍ଧନ"
"ପବିତ୍ର ବନ୍ଧନ"
ପବିତ୍ର ବନ୍ଧନ ୟେ ପବିତ୍ର ସମ୍ପର୍କ
କେବେ ଏ ସମ୍ପର୍କରେ ରାଗ ଅଭିମାନ
କେବେ କେବେ ହସ ଖୁସିର ଆଗମନ।
ପବିତ୍ର ଡୋରୀରେ ବନ୍ଧା ଏ ଜୀବନ
ସମ୍ପର୍କର ସୂତାରେ ବାନ୍ଧିନିଏ ମନ।
କେବେ ଅଜଣା ମଣିଷଟେ ଲାଗେ ଅତି ନିଜର
କେବେ ସେ ନିବିଡ ସମ୍ପର୍କକୁ ନାଁ ଟିଏ ଦିଏ "ଆମର"।
କେବେ ମୋ ଅକୁହା କଥାକୁ ବୁଝିବାର
ସାଥୀଟିଏ ହେଇପାର
କେବେ ସ୍ୱପ୍ନରେ ଆସ ତ କେବେ ବାସ୍ତବରେ
ପାଖେ ଥାଅ ମୋର।

