Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RK Sahu

Abstract Tragedy

4.1  

RK Sahu

Abstract Tragedy

ପାରିଜାତ

ପାରିଜାତ

1 min
159


ପାରିଜାତ

.................

ମିଛ ନୁହେଁ ଏ କାହାଣୀ 

ସବୁ ଯୁଗରେ ସତ ;

ରାତ୍ରି ହେଲେ ଘୋର ବନେ 

ବିରହରେ କାନ୍ଦେ ପାରିଜାତ ।

ପାରିଜାତ ନଥିଲା ବୃକ୍ଷ

ଥିଲା ରାଜଜେମା,

ରୂପ ଗୁଣେ କେ ସରି ହେବ

ନାହିଁ ବର୍ଣ୍ଣିବା ପାଇଁ ଉପମା ।

ସୌନ୍ଦର୍ଯ୍ୟରେ ସେ ଥିଲା

ଏତେ ରୂପବତୀ;

ତା ସହ ସମତୁଲ୍ୟ

ହେବ ଲାବଣ୍ୟବତୀ ।

ପ୍ରଥମ ଦେଖାରୁ ହିଁ 

ହରିନେଲା ସୂର୍ଯ୍ୟ ଦେବ ମନ;

ସକଳ ଜଗତ କଲ୍ଯାଣେ  ପୁଣି

ତା' ପ୍ରାଣ ହରିଲେ ମୋହନ ।

ପାରିଜାତ ସ୍ମୃତି ରେ ସୂର୍ଯ୍ଯଦେବ 

ହେଲେ ଇତଃସ୍ତତ;

ପୁଣି ଦେବ ଅନୁକମ୍ପା ବଳେ

ପୁନଃ ଜନ୍ମ ଲଭି  

 ବୃକ୍ଷ ହେଲା ପାରିଜାତ ।


Rate this content
Log in

Similar oriya poem from Abstract