STORYMIRROR

swatali Behera

Inspirational

3  

swatali Behera

Inspirational

ପାଇଁ

ପାଇଁ

1 min
316

ଜନ୍ମ ହୋଇଛି ମରିବା ପାଇଁ

ହସୁଛି ଆଜି ମୁଁ କଲି କାନ୍ଦିବା ପାଇଁ

ଲେଖୁଛି ଆଜି ମୁଁ ଲେଖା ସାରିବା ପାଇଁ

ଜଳୁଛି ଆଜି ମୁଁ କାଲି ଲିଭିବା ପାଇଁ

ଆସିଛି ଏକା ମୁଁ ଏକା ହୋଇ ଯିବା ପାଇଁ

ଶେଷ ଯଦି ଅଛି ଏଇ ଜୀବନ ପାଇଁ, ଦୁଃଖ ମୁଁ କରିବି କାହାପାଇଁ

ପାଇଁର ଉତ୍ତର ଦିନେ ଦେବା ପାଇଁ,

ନଥିବେ କେହି ଦିନେ ତୋ ପାଇଁ କରିଚାଲେ କାମ ତୁ ତୋ ନିଜ ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from swatali Behera

ଏକା

ଏକା

1 min ପଢ଼ନ୍ତୁ

କିଛି

କିଛି

1 min ପଢ଼ନ୍ତୁ

ପାଇଁ

ପାଇଁ

1 min ପଢ଼ନ୍ତୁ

ପାଇଁ

ପାଇଁ

1 min ପଢ଼ନ୍ତୁ

ପାଇଁ

ପାଇଁ

1 min ପଢ଼ନ୍ତୁ

Similar oriya poem from Inspirational