STORYMIRROR

swatali Behera

Thriller

2  

swatali Behera

Thriller

ପାଇଁ

ପାଇଁ

1 min
116

ଜନ୍ମ ହେଇଛି ମୁଁ ମୃତ୍ୟୁ ପାଇଁ

ହସୁଛି ମୁଁ  କାଲି କାନ୍ଦିବା ପାଇଁ

କହୁଛି ଆଜି ମୁଁ କାଲି ଚୁପ ହବ ପାଇଁ

ଯାଉଛି ଆଜି ମୁଁ କାଲି ଦୀପ ପରି ଲିଭିବା ପାଇଁ

ଆସିଛି ଏକା ମୁଁ ଏକା ହୋଇ ଯିବା ପାଇଁ

ଲେଖୁଛି ଆଜି ମୁଁ ଲେଖା ସାରିବା ପାଇଁ

ଶେଷ ଯଦି ଅଛି ମୋର ଏଇ ଜୀବନ ପାଇଁ

ତା ଦୁଃଖ କରିବି ମୁଁ କାହା ପାଇଁ

‘ପାଇଁ ‘ର ଉତ୍ତର ଦିନେ ଦେବା ପାଇଁ

ନଥିବେ କେହି ମୋ ପାଇଁ

ତେଣୁ କରି ଚାଲେ କାମ ତୁ ତୋ ନିଜ ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from swatali Behera

ଏକା

ଏକା

1 min ପଢ଼ନ୍ତୁ

କିଛି

କିଛି

1 min ପଢ଼ନ୍ତୁ

ପାଇଁ

ପାଇଁ

1 min ପଢ଼ନ୍ତୁ

ପାଇଁ

ପାଇଁ

1 min ପଢ଼ନ୍ତୁ

ପାଇଁ

ପାଇଁ

1 min ପଢ଼ନ୍ତୁ

Similar oriya poem from Thriller