STORYMIRROR

swatali Behera

Others

3  

swatali Behera

Others

ପାଇଁ

ପାଇଁ

1 min
148

ଜନ୍ମ ହେଇଛି ମାରିବା ପାଇଁ

ଆସିଛି ମୁଁ ଏକା ହୋଇ ଯିବା ପାଇଁ

ଶେଷ ଯଦି ଅଛି ମୋର ଏହି ଜୀବନ ପାଇଁ

ଦୁଃଖ ମୁଁ କରିବି କାହା ପାଇଁ

ପାଇଁର ଉତ୍ତର ଦିନେ ଦେବା ପାଇଁ ନଥିବେ କେହି ଦିନେ ତୋ ପାଇଁ

କରିଚାଲେ କାମ ତୁ ତୋ ନିଜ ପାଇଁ


Rate this content
Log in