STORYMIRROR

swatali Behera

Tragedy

3  

swatali Behera

Tragedy

ଏକା

ଏକା

1 min
217

ଆସିଛି ଏକା ଯିବି ଏକା

ଦୁନିଆରେ ନାହିଁ କେ ମୋହଁରି

ମୋହଁରି ଯାହାକୁ କହିଲି

ସେ ହେଲା ନାହିଁ ମୋହଁରି

ସାଥୀ ମୁଁ ଯାହାକୁ ଭାବିଲି

ସେ କି ହୋଇ ପାରିଲା ମୋହରି

କଥାଦେଇ ଅଧାରୁ ଛାଡି ଚାଲିଗଲା ଏକା କରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from swatali Behera

ଏକା

ଏକା

1 min ପଢ଼ନ୍ତୁ

କିଛି

କିଛି

1 min ପଢ଼ନ୍ତୁ

ପାଇଁ

ପାଇଁ

1 min ପଢ଼ନ୍ତୁ

ପାଇଁ

ପାଇଁ

1 min ପଢ଼ନ୍ତୁ

ପାଇଁ

ପାଇଁ

1 min ପଢ଼ନ୍ତୁ

Similar oriya poem from Tragedy