STORYMIRROR

swatali Behera

Others

3  

swatali Behera

Others

ବିଶ୍ୱାସ

ବିଶ୍ୱାସ

1 min
11.9K

ଜୀବନରେ ବଡ ଅମୁଲ୍ୟ ସମ୍ପଦ ତୁ

ତୋଠାରୁ ନାହିଁ କେ ବଳି,

ପାଖରେ ରଖିଛୁ ସମ୍ପର୍କକୁ ଶୁଦ୍ଧ କରି

ତୁ ଯେବେ ନଥିଲେ ସମ୍ପର୍କ ଯାଏ ରେ ଭାଙ୍ଗି

ସମ୍ପର୍କ ତୋ ବିନା କଳନା ବ୍ୟର୍ଥରେ 

ଏକା ଏକା ଲାଗେ ସବୁରେ,

ତୁ ଥିଲେ ମିଳଇ ଈଶ୍ୱର ତୁ ନଥିଲେ ସବୁ ଲାଗଇ ପଥର

ତୋ ବିନା ମୋ ଜୀବନ ଜୀବନ ନୁହେଁ ଖାଲି ଶୂନ୍ୟତାର ଗନ୍ତଘର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from swatali Behera

ଏକା

ଏକା

1 min ପଢ଼ନ୍ତୁ

କିଛି

କିଛି

1 min ପଢ଼ନ୍ତୁ

ପାଇଁ

ପାଇଁ

1 min ପଢ଼ନ୍ତୁ

ପାଇଁ

ପାଇଁ

1 min ପଢ଼ନ୍ତୁ

ପାଇଁ

ପାଇଁ

1 min ପଢ଼ନ୍ତୁ