STORYMIRROR

swatali Behera

Others

3  

swatali Behera

Others

କିଛି

କିଛି

1 min
308

କରିବାକୁ ଚାହିଁଲି କିଛି ହେଇଗଲା ଆଉ କିଛି,

ସମୟ କିଛି ଭାଗ୍ୟ କିଛି ହସ କିଛି ଲୁହ କିଛି,

କିଛି କିଛି ନେବା ପରେ ମୋ ପାଖେ ଆଉ ନରହିଲା କିଛି,

ସତ କିଛି ମିଛ କିଛି ମୋ କଥାରେ ଯଦି ଅଛି କିଛି

ଏବେ ମନରେ ନ ଭାବି କିଛି କରିଚାଲେ କାମ ତୁ ଏ ଦେଶ ପାଇଁ କିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from swatali Behera

ଏକା

ଏକା

1 min ପଢ଼ନ୍ତୁ

କିଛି

କିଛି

1 min ପଢ଼ନ୍ତୁ

ପାଇଁ

ପାଇଁ

1 min ପଢ଼ନ୍ତୁ

ପାଇଁ

ପାଇଁ

1 min ପଢ଼ନ୍ତୁ

ପାଇଁ

ପାଇଁ

1 min ପଢ଼ନ୍ତୁ