STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଓଡ଼ିଶାର ସଂସ୍କୃତି ମୋ ସଞ୍ଜିବନୀ

ଓଡ଼ିଶାର ସଂସ୍କୃତି ମୋ ସଞ୍ଜିବନୀ

1 min
219


ମୋ ଓଡ଼ିଶାର ମାଟି

ମୋ ପାଇଁ ସଂସ୍କୃତିର

ପରଶ ଯୋଗାଏ ମୋ

ମନେ ଉନ୍ମାଦନାର

   ଝଲକ

ମୋ ପାଇଁ ଅମୃତମୟ

ପ୍ରତି ପଲକେ କରାଏ

ମୋ ଶରୀରେ କରାଏ

  ପ୍ରାଣ ସଞ୍ଚାର

ସେ ମୋ ପାଇଁ ଜୀବନ

ସ୍ରୋତର ଏକ କୁଶଳ

  ନାବିକ ଉଦ୍ଵାହାକ

ଆସୁ ପଛେ ଯେତେ

ଵାଧା ନାହିଁ ମୋର

   ଭଲ

ମୋ ସଂସ୍କୃତିରେ ଓଡିଆର

ରକ୍ଷକ ପରମ ବ୍ରହ୍ମ ସ୍ବୟଂ

  ଜଗନ୍ନାଥ

ମନ୍ଦିର ମାଳିନୀ ବୀର

  ବୀର ପ୍ରସବୀନି

ଓଡ଼ିଆ ଭୂଇଁ ପ୍ରତି କ୍ଷଣେ

  ଯୋଗାଏ ଆଲ୍ଲଦ

ବଞିରହିବା ପାଇଁ ଏକ

କୁସୁମିତ ସୁମାର୍ଜତ ଖୁରାକ

 ଯାହା ଅତି ପବିତ୍ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational