STORYMIRROR

Akshayakumar Dash

Comedy Fantasy

4  

Akshayakumar Dash

Comedy Fantasy

ନୂଆବର୍ଷ

ନୂଆବର୍ଷ

1 min
254

ଆଜି କାଳେ ନୂଆବର୍ଷ

ଘରଣୀ କହିଲେ ସକାଳୁ କଣ

ଲେଖିଗଲ ବସି

ଯାଅ ଆଣ ଖାସି ମାଉଁସ ।

ପୁଅକହେ, ମମି ଯିବିନାହିଁ ଟ୍ୟୁସନ

ଅଙ୍କ କରିନାହିଁ

ଗୁରୁଜୀ ମାରିବେ

ଦେଖି ଦେଖି ଫେରିଥିଲି କାଲି

ଲେଟ ନାଇଟ ଫଁକ୍ସନ ।

ସକାଳୁ ଆସିଲା ଫୋନ

ହାପି ନିୟୁୟର ଅଭିନନ୍ଦନ

ଗାଡ଼ିଧରି ଯାଏ ମାଂସ ଦୋକାନ

ରୋଡ଼ ଉପରେ କଳା ବିଲେଇଟେ

ଜାଣି କରୁଥିଲା ରନ୍

ଭୟ ଥିଲା କାଳେ ଚାଲିଯିବ ଏହି ଜାନ୍

ରାସ୍ତାରେ ଅଟକି ଗଲି

ଦେଖିଲି ମଉସାଙ୍କ ସାହସ

ଫଟଫଟି ଧରି ବେଗରେ ଗଡନ୍ତି

ପଛରେ ବାସନ୍ତୀ ବସିଥିଲା ହୋଇ ହରସ

ଦେଖିଲି ଲାଗିଲା

ଦେବଦାରୁ କି ଆଉଜି ପଡିଛି

କଂକ୍ରିଟ ଇଲେଟ୍ରି ଖୁଣ୍ଟକୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Comedy