STORYMIRROR

Brundaban Dash

Abstract

2  

Brundaban Dash

Abstract

ନୂଆ ବରଷ

ନୂଆ ବରଷ

1 min
385

ନୂଆ ବରଷ ହେଉ ସୁନ୍ଦର ସରସ,

ହଟି ଯାଉ ଦୁଃଖ ହଟି ଯାଉ ଦ୍ୱେଷ,

ଖେଳି ଯାଉ ମୁଖେ ହରସ


ପ୍ରହେଳିକାମୟ ଜୀବନ ଭିତରେ,

ଖେଳି ଉଠେ ନୂଆ ବିଶ୍ୱାସ,

ମୋ ଦେଶ ପାଇଁ କି କିଛିତ କରିବି

ଚାଲିଥିବା ଯାଏଁ ନିଶ୍ୱାସ


ଧନ୍ୟବାଦ ଷ୍ଟୋରୀ ମିରର

ଖିଆଲ ରଖୁଛ ସବୁ ପ୍ରତିଭାର

ଝଡି ଯାଉଥିବା ପ୍ରତିଭା ସବୁକୁ

ଦେଖୁଚି ବିଶ୍ୱ ଦରବାର

ଧନ୍ୟ ତୁମ ଚେଷ୍ଟା ଧନ୍ୟ ଏ ପ୍ରଚେଷ୍ଟା

ପ୍ରଗତି ପଥେ ହୁଅ ଅଗ୍ରସର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract