Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundaban Dash

Others

2  

Brundaban Dash

Others

ଆମେ ଆମ ଐତିହ୍ୟର ପ୍ରତିଛବି

ଆମେ ଆମ ଐତିହ୍ୟର ପ୍ରତିଛବି

1 min
244


ଧରମା ଠାରୁ ବାଜିରାଉତ ରଚି ଗଲେ ଇତିହାସ

ଦେଶର ମାନକୁ ରଖିବା ପାଇଁ କି ଦେଲେ ଜୀବନ କୁ ଝାସ |


ଆଜିବି ଓଡ଼ିଆ ଭୁଲି ପାରିବନି ତା ବୀର ପଣିଆକୁ କେବେ

ଦେଶ ପାଇଁ ଯେ ଜୀବନ ଦେଲା ବୀର ଲକ୍ଷ୍ମଣ ନାୟକ ଯେବେ |


ସେ ଦେଶ ର ଗୌରବ ରଖିବା ପାଇଁକି ଜୀବନକୁ ବାଜି ଦେବି

ଭୁଲି ନାହିଁ ମୁଁ ଭୁଲି କି ପାରିବି ଆମେ ଆମ ଐତିହ୍ୟର ପ୍ରତିଛବି |


ଉନ୍ନତି କର ଉନ୍ନତି ପଛରେ ହୁଅ ତୁମେ ଅଗ୍ରସର

ଦରକାର ପଡିଲେ ମାତୃଭୂମି ପାଇଁ ହତିଆର ହାତେ ଧର |


ଲେଖକ ନୁହେଁ ମୁଁ କବି ବି ନୁହେଁ ଲେଖିଗଲି ମନୁ ପଦେ

ମାତୃଭୂମି କଥା ମନକୁ ଆସିଲେ କଲମ ଚାଲେ ଆପେ ଆପେ |


Rate this content
Log in