Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Comedy

3  

Smitarani Barik

Comedy

ନଟିଆ ଭାଇ

ନଟିଆ ଭାଇ

1 min
184


ନଟିଆ ଭାଇରେ ନଟିଆ ଭାଇ 

ଇଏ କି ଯୁଗ ହେଲାରେ, 

ଯୁଆଡେ ଚାହିଁଲେ ସେଲ୍ଫି ସେଲ୍ଫି 

ସେଲ୍ଫି ବାଇଆ କଲାରେ

ଘରେ ହେଉ ଅବା ବାହାରେ 

ସବୁଆଡେ ଖାଲି ଖିଚିଖାଚ ଫଟ

ଉଠାଇଣ ଦିନ ଗଲାରେ l


ଗଛ ଲଗାଇଲେ ଦରକାର ନାହିଁ 

ଏଠି ଆଉ ସାର ପାଣି, 

ସବୁ ହୋଇ ଯିବ ଆପେଆପେ ଏଠି 

କ୍ୟାମେରାଟେ ଥିଲେ ପୁଣି

ଆହା କି ବିଚିତ୍ର ଠାଣି, 

ବିଚିତ୍ର ରୁପକୁ ବିଚିତ୍ର ପୋଷାକ 

କହ କିଏ ଦେଲା ଆଣି l


ଟିକିଟକ ଏବେ ନିଆଁ ନଗେଇଛି 

ଚାରିଆଡେ ତାର ଭାଉ, 

ଫେଏସ ଆପ ବୁଢ଼ା କରିଲାଣି 

ଯୁବକ ମୁଁ ଥାଉ ଥାଉ

ଯିଏ ଯାହା ପଛେ କହୁ,

ଅନ ଲାଇନରେ ଖେଳିବି ପପ୍ ଜି 

ଯେତେ ଡାଟା ଗଲେ ଯାଉ ।


Rate this content
Log in

Similar oriya poem from Comedy