STORYMIRROR

Saroj Kumar Jena

Crime

1  

Saroj Kumar Jena

Crime

ନିର୍ଭୟା ଦୋଷୀଙ୍କୁ ଫାଶୀ

ନିର୍ଭୟା ଦୋଷୀଙ୍କୁ ଫାଶୀ

1 min
199



ପାଇଗଲେ ଫାଶୀ ନିର୍ଭୟା ର ଦୋଷୀ

    ନ୍ୟାୟ ପାଇଲା ନିର୍ଭୟା ,

ଦିଲ୍ଲୀର ତିହାର ଅଟେ କାରାଗାର 

   ଝୁଲେଇଲା ଦୋଷୀ କାୟା । 

ହୋଇଗଲେ ଅନ୍ତ ଦେଶ ହେଲା ଶାନ୍ତ 

   ଯାହା ଥିଲା ଯେ ଅପେକ୍ଷା ,

ଦୁଷ୍କର୍ମ କରିଣ ପାଇଲେ ମରଣ 

  କେହି କଲେ ନାହିଁ ରକ୍ଷା ।


Rate this content
Log in

Similar oriya poem from Crime