Saroj Kumar Jena
Others
ମୋର ସିନ୍ଥି ଆଜି ପୂର୍ଣ୍ଣ ଗର୍ଭା ସାଜି
କି ସୁନ୍ଦର ଦିଶୁଅଛି,
ଉତ୍ତପ୍ତ ମରୁରେ ଶୁଷ୍କ ବାଲି ରାଶି
ବାରି ସ୍ପର୍ଶ ଲଭିଅଛି ।
ସିନ୍ଦୁର ଭୂଷିତା ଲଭି ବଧୂଜେମା
ସାଜିଲି କୁଳ ଦୁହିତା,
ସ୍ଵର୍ଗ ଅପସରୀ ନୁହେଁ ମୋର ସରି
ହୋଇଲି ଆଜି 'ମୁଁ 'କାନ୍ତା ।
ଶୀତଳ ଷଷ୍ଠୀ
ନବ ବର୍ଷ
ସବୁଥିରେ ଗଲି ହ...
କାହାକୁ ନାହିଁ ...
ସାଜିଲି କୁଳ ଦୁ...
ଦର୍ପଣ
ଅନ୍ୟାୟ ଧନ
ଅସତ୍ୟ ପ୍ରେମ
କଳା
ଦେଓଝର