STORYMIRROR

Saroj Kumar Jena

Abstract

3  

Saroj Kumar Jena

Abstract

ଅସତ୍ୟ ପ୍ରେମ

ଅସତ୍ୟ ପ୍ରେମ

1 min
132


କେମିତି କହିବି କେଉଁଠୁ କହିବି 

  ପାଉନି ଯାହାର ପତା

କୁହୁଳିବା ପ୍ରେମ ଲିଭିତ ଯାଇଛି 

  ମିଳୁନାହିଁ ଯାର ସତ୍ତା ।


ପୋଡ଼ି ପୋଡ଼ି ମୁହିଁ ଦଗ୍ଧ ହୋଇଅଛି 

   ଅସତ୍ୟ ପ୍ରେମ ଆଗରେ 

ସୌଦାଗର ସାଜି ହାରି ମୁଁ ଯାଇଛି 

    ଦୁନିଆ ବଡ଼ ଦାଣ୍ଡରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract