STORYMIRROR

Saroj Kumar Jena

Inspirational

4  

Saroj Kumar Jena

Inspirational

କାହାକୁ ନାହିଁ ଭରସା

କାହାକୁ ନାହିଁ ଭରସା

1 min
70

 

    ଜୀବନଟା ଖାଲି ଯନ୍ତ୍ରଣା ରେ ଭରା  

      ନା ଅଛି ଟିକିଏ ସୁଖ ,

  ଅନ୍ତର ମଧ୍ୟରେ ମଉନେ କାନ୍ଦିଣ

     ଚାପିଛି ଅନେକ ଦୁଃଖ ।

  ବରଷ ବରଷ ବିତିଗଲେ ପଛେ 

    କାହାକୁ ନାହିଁ ଭରସା , 

  ଅଭେଦ୍ୟ ପ୍ରାଚୀର ସମାଜ ସାଜିଛି 

   ଭାଙ୍ଗୁଅଛି ସବୁ ଆଶା ।।


    


 

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational