STORYMIRROR

Saroj Kumar Jena

Inspirational

3  

Saroj Kumar Jena

Inspirational

ଶୀତଳ ଷଷ୍ଠୀ

ଶୀତଳ ଷଷ୍ଠୀ

1 min
11

            
                 ଶୀତଳ ଷଷ୍ଠୀ
........( ଦରଦୀ କବି ସରୋଜ କୁମାର ଜେନା)......
   ତ୍ରୈଲୋକ୍ୟ ବୈଭବ ପ୍ରଭୁ ସଦାଶିବ
         ସ୍ଵୟଂ ପ୍ରଭୁ ଆଶୁତୋଷ ,
ସତୀ ଙ୍କ ବିହୁନେ ତବ ମନ ପ୍ରାଣେ
       ଥିଲା ଅତ୍ୟନ୍ତ ଉଦାସ ।
ଜ୍ୟେଷ୍ଠ ମାସ ତିଥି ପ୍ରଭୁ ଉମା ପତି
    ଶୁକ୍ଳ ପଞ୍ଚମୀ ଦିବସ ,
ବିବାହ ବନ୍ଧନ ପାର୍ବତୀ ବରଣ
     କରିଲ ଭୋଳା ମହେଶ ।
ରୁଦ୍ର ରୁ ଶୀତଳ ହେଲ ମହାକାଳ
      ବିବାହେ ହେଲ ସନ୍ତୁଷ୍ଟି ,
ଜ୍ୟେଷ୍ଠ ମାସ ଷଷ୍ଠୀ ଶୀତଳ ଷଷଠୀ
        ତବ ନାମେ ହେଲା ସୃଷ୍ଟି  ।।
.........................................
ବାଲିଝରୀ ,ନରସିଂହପୁର ,କଟକ 


Rate this content
Log in

Similar oriya poem from Inspirational