ନବ ବର୍ଷ
ନବ ବର୍ଷ
ଗତ ଦିନ ମାନ ଆଜି ପୁରାତନ
ହୋଇଲା ସବୁ ଅତୀତ ,
ସୁରୁଜ କିରଣ ହୋଇ ଉଦ୍ୟମାନ
ବର୍ତ୍ତମାନ ର ଆଗତ ।
ବିଦାୟ ଅତୀତ ଆଗ ଭବିଷ୍ୟତ
ବର୍ତ୍ତମାନ ମଧ୍ୟେ ବାସ ,
ପୁରୁଣା ବରଷ ହୋଇ ଏଠି ଶେଷ
ସ୍ଵାଗତ ନୂତନ ବର୍ଷ ।
ପ୍ରତ୍ୟେକ ବରଷ ସଂଖ୍ୟା ଟି ସଦୃଶ
କରେ ଆସ୍ଥାନ ପ୍ରସ୍ଥାନ ।
ସଭିଙ୍କୁ ମୋହର ନୂତନ ବର୍ଷର
ଅନେକ ଅଭିନନ୍ଦନ ।।
