STORYMIRROR

Saroj Kumar Jena

Others

3  

Saroj Kumar Jena

Others

ସବୁଥିରେ ଗଲି ହାରି

ସବୁଥିରେ ଗଲି ହାରି

1 min
9


  

  ଠିକ୍ କହିଥିଲ ଚିର ସାଥୀ ମୋର 

     କି ରାଶି ଗଣନା କରି ,

   ଅଭିଶପ୍ତ ଆଜି ବେ ଦରଦୀ ସାଜି 

     ସର୍ବସ୍ବ ଯାଇଛି ସରି ।

  ତୁମେ ଆଜି ତୁମ ବାଟେ ଅଛ ଭଲା 

    ଅମାପ ସୁଖକୁ ଭରି ,

  ମୁହିଁ ଏଠି ନିତି ସ୍ବପ୍ନ ଖୋଜି ଖୋଜି 

    ସବୁଥିରେ ଗଲି ହାରି ।।



Rate this content
Log in