STORYMIRROR

Chittaranjan Lenka

Inspirational

2  

Chittaranjan Lenka

Inspirational

ନିନ୍ଦା ଓ ପ୍ରଶଂସା

ନିନ୍ଦା ଓ ପ୍ରଶଂସା

1 min
2.5K


ଭଲ ଗୁଣ ଯଦି        କାହାର ଦେଖୁଛ

ଅନ୍ୟ ଆଗେ ତାହା କୁହ

ମନ୍ଦ ପାଇଁ କାହା      ଆଗରେ ନ କହି

ତାକୁ ସତର୍କତା ଦିଅ


ସୁଧୁରି ଯାଆନ୍ତି   ନିଜ ନିନ୍ଦା ଶୁଣି

ପାରିଲେ ତାଙ୍କୁ ବୁଝାଇ

ହୁଏ ବିପରୀତ      ପ୍ରଶଂସାର ଫଳ

କା’ ଆଗରେ ଦେଲେ କହି


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational