STORYMIRROR

hrudananda sunani

Abstract

3  

hrudananda sunani

Abstract

ନିଖୋଜ ସମ୍ପର୍କ

ନିଖୋଜ ସମ୍ପର୍କ

1 min
175

ତୁମର ଆମର

ନିଖୋଜ ସମ୍ପର୍କ

କର ନାହିଁ ଭାଇ

ବେଶୀ ଯୁକ୍ତି ତର୍କ...

 

ତୁମକୁ ଜାଣେନାହିଁ

କେବେବି ଚିହ୍ନିନାହିଁ

ସମ୍ପର୍କ ଆମର

ନିଖୋଜ

ନିଖୋଜ

ପରିଚୟ ସିନା

ହେ, ଆଜ

ହୋ, ଆଜ

ଦିନେ

ଏମିତି

ନିଖୋଜ

ସମ୍ପର୍କ

ହୋଇଯାନ୍ତି

ବନ୍ଧୁତ୍ୱ

ପ୍ରେମରେ

ଏକ ସତର୍କ

ମାର ପିଟ

ଠାରୁ

କୋର୍ଟ

କଚେରୀରୁ

ମାନ

ମନାନ୍ତର...


ନିଖୋଜ

ସମ୍ପର୍କ ହିଁ

ମିଳାଇ ଥାଏ

ଦୁଇଟି ଆତ୍ମାର

ଗୋଟିଏ

ଅମୃତ

ପରଶ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract