STORYMIRROR

KUMUDA CHANDRA DALEI

Inspirational

3  

KUMUDA CHANDRA DALEI

Inspirational

ନିଜକୁ ନିଜେ ପଚାର

ନିଜକୁ ନିଜେ ପଚାର

1 min
13.5K


ନିଜକୁ ନିଜେ ପଚାର ଥରେ

କର୍ମଚାରୀ ଯେତେ ଭାରତର

ରାଜ ସେବକ ବୋଲାଇ ତୁମେ

ଆଦରି ନେଲ କର୍ମର

ମୁନିବ ପାଶେ ଭୃତ୍ୟ କି କେବେ

ଆଚରେ ବିଶ୍ଵାସ ଘାତକର

ଯୋଗ୍ୟତା ମାପ ଦାଣ୍ଡରେ

ଆଦରିଛ ନିଜ କର୍ମର

ରାଜ କୋଷରୁ ପାଉଚ ଅର୍ଥ

ସଂପାଦି ସେବା ଶ୍ରମର

କର୍ତ୍ତବ୍ୟ ପଥେ ଅର୍ଥ ଲାଳସା

ଦ୍ଵାହି ଦେଇ ସେବା ଶ୍ରମର

ଏହା ଦୁର୍ନୀତି ନୁହେଁ କି କର୍ତ୍ତବ୍ୟର

କର୍ମ କ୍ଷେତ୍ରରେ ଆଳସ୍ୟ ଭାବ

ହେଳା ନୁହେଁ କି କର୍ମର

ଦୁର୍ନୀତି ନୁହେଁ କି ଦାୟିତ୍ଵରେ

ଏହା ସତ୍ ଅଟେ କି ବିଚାରର

ନିଜକୁ ନିଜେ ପଚାର....... କ୍ରମଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational