STORYMIRROR

KUMUDA CHANDRA DALEI

Inspirational

2  

KUMUDA CHANDRA DALEI

Inspirational

ନିଜକୁ ନିଜେ ପଚାର

ନିଜକୁ ନିଜେ ପଚାର

1 min
13.5K


ନିଜକୁ ନିଜେ ପଚାର ଥରେ

ବ୍ୟବସାୟ ଯେତେ ଭାରତର

ଜୀବନ ଜୀବିକା ବ୍ୟବସାୟକୁ

ଆଦରି ନେଲ କର୍ମର

ବାଣିଜ୍ୟ ପରା ଲକ୍ଷ୍ମୀଙ୍କ ସ୍ଥାନ

ଅଭାବୀ ନୋହିବ ଅର୍ଥର

କଳା ବଜାରି କୀଳ ପୋତେଇ

ବିରୁଦ୍ଧ ନୁହେଁ କି ଆଚାରର

ଅପ ମିଶ୍ରଣ କମ୍ ଓଜନ

ନୁହେଁ ଅବିବେକୀ କର୍ମର

ଆଶୁ ଜନତା ଭୋଗନ୍ତି କଷ୍ଟ

ବଞ୍ଚିବା ସଭିଙ୍କ ଅଧିକାର

ନିଜର ମାଣ ବଢିବ ପାଇଁ

କାହିଁକି ଏତେ ତତ୍ପର

ଆସିଛ ଖାଲି ଯିବ ବି ଖାଲି

ଶ୍ରୁତି ଯାହା କର୍ମ ଫଳର

ସମ୍ମୁଖେ ପରା ଧର୍ମ ନିକିତି

ବିଶ୍ଵାସ ରହିଚି ଜନତାର

କାହିଁକି କର ଏ କୁ ବିଚାର

ନିଜକୁ ନିଜେ ପଚାର..... କ୍ରମଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational