STORYMIRROR

KUMUDA CHANDRA DALEI

Inspirational

2  

KUMUDA CHANDRA DALEI

Inspirational

ନିଜକୁ ନିଜେ ପଚାର

ନିଜକୁ ନିଜେ ପଚାର

1 min
13.9K


ନିଜକୁ ନିଜେ ପଚାର ଥରେ

ଧର୍ମ ଗୁରୁ ଯେତେ ଭାରତର

ସାମାଜ ସଂସ୍କାର କରିବା ପାଇଁ

ଦାୟିତ୍ଵ ବୋହିଛ ସ୍କନ୍ଧର

ନୀତି କରୁଛ ସତସଙ୍ଗର

ମନକୁ କରୁଛ ଉପଚାର

ନିଜର ଖ୍ଯାତି ଆଣିବା ପାଇଁ

ଆଦରୁ ନାହଁ କୁ କର୍ମର?

ଧର୍ମାନ୍ଧ ଯେତେ ମଣିଷକୁ ତୁମେ

ଶୋଷଣ କରୁନ ଅର୍ଥର?

ଲୁଟିନ ଇଜ୍ଜତ୍ ରମଣୀର?

ବିଶ୍ଵାସରେ ଦେଇନାହିଁ ଜ ହ ର

ନୂହେଁ କି ଏହା ଅଧର୍ମର

ନିଜକୁ ନିଜେ ପଚାର.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational