STORYMIRROR

KUMUDA CHANDRA DALEI

Inspirational Others

3  

KUMUDA CHANDRA DALEI

Inspirational Others

ନିଜକୁ ନିଜେ ପଚାର ଥରେ

ନିଜକୁ ନିଜେ ପଚାର ଥରେ

1 min
14.3K


ନିଜକୁ ନିଜେ ପଚାର ଥରେ

ଯେତେ ଭାରତର ରାଜନେତା

ପ୍ରତିନିଧି ରୂପେ ବାଛିଛନ୍ତି ତୁମକୁ

ଏ ଦେଶର ଯେତେ ଜନତା

ଆଚାର ବିଚାର ଉତ୍ତମ ଭାବି

ସାବ୍ୟସ୍ତ କରନ୍ତି ମତର

ସେବକ ହୋଇ ସେବାକୁ ଭୁଲି

ହୋଇଯାଉଛ ସ୍ୱାର୍ଥପର

ଏ ନୁହେଁ କି ତୁମ ଭ୍ରଷ୍ଟାଚାର

ଶାସନ ଗାଦିକୁ ପାଇଲା ପରେ

ସେବା ନାଁରେ ଲୁଣ୍ଠନର

କୋଟି ଜନତାଙ୍କ ଆଶା ଭରସା

କରୁନାହଁ ତୁମେ ଛାରଖାର

ଗାଦି ପାଇଁ ଅର୍ଥର ଲୋଭ

କର୍ମ କି ବିବେକ ବାନର

ରାଜକୋଷ ଅର୍ଥ କୁବିନିଯୋଗ

ପରିଚୟ କି ବିଜ୍ଞତାର

ଦେଶ ପ୍ରଗତିରେ ଦଳୀୟ ସ୍ୱାର୍ଥ

ନୁହେଁ କି ଘାତ ଗଣତନ୍ତ୍ରର

ନିଜକୁ ନିଜେ ପଚାର.... କ୍ରମଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational