STORYMIRROR

Sudhashree Bhattamisra

Tragedy

4  

Sudhashree Bhattamisra

Tragedy

ମୁଁ

ମୁଁ

1 min
410

ତମେ ଖେଳିଲ ରଙ୍ଗର ହୋଲି 
ମୁଁ ଖେଳିଲି ରକ୍ତର ହୋଲି 
ତମେ ଗାଇଲ ମଧୁଗୀତ 
ମୁଁ ଗାଇଲି ଯନ୍ତ୍ରଣା ର ଗୀତ 
ତମେ କହିଲ କମେଡି 
ମୁଁ କହିଲି ଟ୍ରାଜେଡି 
ତମେ ଯେବେ ପଚାର ମତେ 
କୁହ ତମ ଜୀବନୀ 
କହିପାରେନା ମୁଁ କମେଡି 
ଗାଇ ପାରେନା ମୁଁ ମଧୁଗୀତ 
ଶୁଣି ପାରେନା ସ୍ୱର ଶତାବ୍ଦୀର 
ଜୀଵନ ଯନ୍ତ୍ରଣା ର ସ୍ୱର ନିଜେ ନିଜର.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

ମିଳନ

ମିଳନ

2 mins ପଢ଼ନ୍ତୁ

Similar oriya poem from Tragedy