STORYMIRROR

Rajeev Sahoo

Romance

2  

Rajeev Sahoo

Romance

ମୁଁ , ତମେ ଆଉ ସନ୍ଦେହ

ମୁଁ , ତମେ ଆଉ ସନ୍ଦେହ

1 min
170

ପ୍ରେମର ବିଗୁଲ୍ ଏମିତି ବାଜିଲା ଯେ

ଛଅ ଋତୁ ଖାଲି ବସନ୍ତ ବସନ୍ତ ଲାଗିଲା

ଆମ ପହିଲି ଦେଖାରେ ମୁଁ ଚୁପ୍ ଥିଲି

ଓଲଟା ତୁମ ଓଠରେ ଖାଲି ମୋ କଥା ଥିଲା


ତୁମେ କିନ୍ତୁ ଆଉ ଆଗ ଭଳି ଗପୁନ

"ତୁମ ଓଠରେ ମୋ କଥା" ପାଣିଚି଼ଆ ହେଲାଣି

ପ୍ରେମର ବିଗୁଲ୍ ଟା ବି ଭାଙ୍ଗି ଗଲାଣି

ସନ୍ଦେହର ସ୍ୱାଦ ବୋଧେ ତୁମେ ଚା଼ଖି ଦେଲଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance