Rajeev Sahoo
Others
କେମିତି ଲେଖିବି କଣ ବା ଲେଖିବି ପାଏନା ମୁଁ କିଛି ଖିଅ
ତ୍ୟାଗ ମମତାର ଜୀବନ୍ତ ଦେବୀକୁ ବନ୍ଦିବି କେମିତି କୁହ !
ଶବ୍ଦ ଅଳଙ୍କାର ଶୁନ୍ଯ ପଡ଼ିଯାଏ ତୋ ପାଇଁ ମୁଁ ଯାହା ଲେଖେ
ଏତିକି ଲେଖୁଛି "ମାଆ ତୋ ଚରଣେ ଚାରି ଧାମ ନିତି ଦେଖେ।"
ସମୟର ଛାଇ
ସ୍ମୃତି ତୁମେ ଏ...
ପ୍ରେମ # ୧
ସ୍ମୃତିର ଲୁଚକା...
ବାପା ଆଉ ତାଙ୍କ...
ଶେଷ ଶବ୍ଦରୁ ଆର...
ମୁଁ , ତମେ ଆଉ ...
ଦୁଇ ପଦରେ ମୋ ମ...
ସମୟ ଚୂଲିରେ ଉତ...
ରାତି କହେ ଅନେକ...