STORYMIRROR

Pramila Mohanty

Inspirational Others

2  

Pramila Mohanty

Inspirational Others

ମୁଁ ନିଶ୍ଚୟ ଜିତିବି,,,,,,,,,,,,

ମୁଁ ନିଶ୍ଚୟ ଜିତିବି,,,,,,,,,,,,

1 min
114


ମୁଁ ଯେ ଏକ ଉତ୍ତାନ ପାଦ

ହାରିବାର ଜାଣେନା

କ୍ରମବିକାଶ ର ନିୟମରୁ

ମୋର ଜନ୍ମ ମର୍କଟରୁ

ଉପ୍ତନ୍ନ ଏଇ ମୋ ବଞି ବାର

ସୋପାନ କେବେ ବି ହାରିନି

ପାଦ ଉଠାଇ ଚାଲିବା

ଜାଣିଛି

ଆସୁ ପଛେ ଯେତେ ବାଧା

ହାରିବିନି ପାଦ ବଢାଇ

ଚାଲିବି ଏ ତ ଦୁନିଆ ର ରୀତି

ହାରିବା ପଛରେ ହିଁ ଜିତିବା

ଲୁକାୟିତ ଛୁପି ଛୁପି କାନେ

କହେ ବହୁତ ବାଟ ଚାଲିବାକୁ

ହେବ ତେବେ ଯାଇ ସଫଳତା

ପାଦ ଚୁମିବ 

ମନରେ ମୋ ଅନେକ ଆଶା

ସ୍ଵପ୍ନର ପାଖୁଡା ଆଖି ଖୋଲି

ଉଙ୍କି ମାରି କହୁଚି ନିଶ୍ଚୟ 

ଆକାଶ ଛୁଇଁ ବି ଜିତିବି

ମନରେ ଅହେତୁକ ଆଶା

ପଲକରେ ଜିତିବା ର ନିଶା

ହିଁ ଜିତିବା ର ଖୁରାକ୍ ମୁଁ

ଜିତିବି ଏହାତ ଅଆତ୍ମବିଶ୍ବାସର

ଚାବିକାଠି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational