STORYMIRROR

Liza Senapati

Inspirational

3  

Liza Senapati

Inspirational

ମୁଁ ମୁକ୍ତ

ମୁଁ ମୁକ୍ତ

1 min
11.3K

ଚାହୁଁ ନାହିଁ ଉଡିବାକୁ, ଦୂର ଆକାଶକୁ, ପଡିଚି ହାତେ ମୋ ବେଡି,

ମନ ମୋର ବଦ୍ଦିର କଏଦୀ, କାଟୁଚି ନିସଗଂ ଜୀବନ,

ପରାଧିନତାକୁ କରିଚି ନିଜର, ସ୍ୱପ୍ନକୁ କରିଚି ବଦ୍ଦି,

ଚାହୁଁ ନାହିଁ ଆଉ ,

ଦେଖିବାକୁ ବାକିଥିବା ସପନ, ଇଛା ମୋର ସବୁ ଯାଇଚି ମରି,

ଥୁଣ୍ଟା ଗଛ ଟିଏ ମୁଁ, ଦେଖୁନି ସପନେ ବସନ୍ତକୁ, କାହିଁକି ଅବା ମୁଁ,

ଦେଖିବି ସେ ମିଛ ସପନ,

ସବୁ ତ ମୋହ ଆଉ ମାୟା, ବଦ୍ଦିର କାହାଣୀ କିବା କହିବି,

ବଦ୍ଦିର କଥାକୁ କିଏ ବା ଶୁଣେଇ, ସତ୍ୟ ର କବାଟ ଯାଇଚି ପଡି,

ଅର୍ଧମ ବାଟେ ମଣିଷ ଚାଲଇ, ସଭିଏଁ ଏଠି ବଦ୍ଦିର ମଣିଷ,

ସ୍ୱାଧିନତା କିଛି ନାହିଁ, ଇଛା ସବୁ ମରେ ଯୁଇର ନିଆରେ, ପରିଚୟ ଆମ କିଛି ନାହିଁ,

ଖୋଲା ଆକାଶକୁ ଉଡିବାକୁ ମନ, ହୁଏ ଯେତେ ଛଟପଟ ,

ପାଏ ସେ ସେତିକି ଆଘାତ, ମିଛ ଏଇ ଦୁନିଆରେ ମିଛ ମଣିଷ,

ଅଭିନୟ କରି କାଟଇ ଜୀବନ, ତାଠୁ ଭଲ ମୁଁ ବଦ୍ଦି,

ହେଇ ରହିଯିବି ଚିରଦିନ, ନିଜ ଇଚ୍ଛା ରେ କାଟିବି ଜୀବନ,

ହେବିନାହିଁ କାହାରି ଗୋଲାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Inspirational