STORYMIRROR

kahnu charan sahu

Abstract Romance

3  

kahnu charan sahu

Abstract Romance

ମୁଁ ଝୁରେ

ମୁଁ ଝୁରେ

1 min
11.5K


ମୁଁ ଜାଣେ ମୁଁ ଏବେ

ତୁମଠୁ ବହୁ ଦୂରରେ

କାରଣ ମୁଁ ଏବେ ମୁଁ ଏବେ 

ତୁମର ହେଇକି ନାହିଁ......!


ଏବେ ଏବେ ମୋ ପ୍ରେମ

ପାଲଟି ଯାଇଛି ମରୁଭୂମି

ତୁମ ହୃଦୟ ଦେଶେ

କିନ୍ତୁ ମୁଁ ଝୁରେ ତୁମକୁ

କେବେକେବେ ତମାମ ସମୟ

ତୁମକୁ ଅନୁଭବ କରେ

ତୁମ ଭାବନାକୁ ହୃଦୟଙ୍ଗମ କରେ

ଶେଷରେ ମୋ ଆଖିରୁ କେଇଟୋପା

କୋହ ମିଶା ଲୁହ ଝରେ......!


କାହିଁକି ଏମିତି ହୁଏ ମୋସହ

ମୁଁ ଆଜିବି ଅପରିଚିତ

ତୁମ ଭାବନାରେ

ଏବେ ମୁଁ , ମୋ ପ୍ରେମ ଓ 

ଭଲ ପାଇବା ତୁମଠୁ ଦୂରେ  !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract