STORYMIRROR

Nirupama Bhattamishra

Tragedy

3  

Nirupama Bhattamishra

Tragedy

ମୁକ୍ତ କର

ମୁକ୍ତ କର

1 min
212

ଏବେ କିଏ ଦେବ ବରାଭୟ

କେଉଁ ଦେବତା ର କୋପ ଦୃଷ୍ଟିରେ 

ଜଳୁଛି ସଂସାର 

ଅଦୃଶ ଶକ୍ତି ର ରାଜ

ସାରା ଭୂଖଣ୍ଡ ରେ 

ହାହା କାର ଚତୁର୍ଦିଗରେ

ଆତଙ୍କ ରେ ଅହୋରାତ୍ରି

ଏକାକାର

ରକ୍ଷା କର ଆହେ ଦୟାମୟ

ଦୟା ର ସାଗର

ମୁଁ ଦିନହୀନ କରୁଛି ମିନତୀ

ରକ୍ଷା କର ଏ ଘୋର କାଳରେ

ଏ ମହାମାରୀ ର କରାଳ ଫାସ ରୁ

ମୁକ୍ତକର ମୁକ୍ତକର|


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy