Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AJ creativity

Romance Inspirational

3  

AJ creativity

Romance Inspirational

ମୁ ତ ଗତ କାଲିଟିଏ

ମୁ ତ ଗତ କାଲିଟିଏ

1 min
194



ନିଶବ୍ଦ ଏ ଜୋସ୍ନା ବିଂଛିତ ରଜନୀରେ

ନିଃସଙ୍ଗ ଏ ମନ ମରୁଭୂମି ପରେ 

କାହିଁକି ବାରମ୍ବାର ମନେପଡ଼ ତୁମେ 

କ୍ଷତାକ୍ତ ହୃଦୟର ଶୂନ୍ୟତା ଭିତରେ...


ପରିତୃପ୍ତିର ସମୀପରେ

ସମ୍ପର୍କର ସେତୁ ଅର୍ଧ ଭଗ୍ନାବଶେଷ ରେ

ତୁମ ହୃଦୟର ଇଲାକାରେ

ସମାଧାନର ପରିପେକ୍ଷିରେ

ଥରୁଟିଏ ଭାବିଲନି...

ବିଗତ ପ୍ରେମର ସୃତିକୁ ସମାଧି ଦେଲାପରେ.........


ହଁ ଭାବିବ ବା କାହିଁକି

ଦୂର ଦିଗବଳୟରୁ ଛୁଟିଆସିଥିବା 

ସାମାନ୍ୟ କାଗଜଟିଏ ମୁଁ.....

ସାନ୍ତ୍ୱନା ବା ଦେଇଥାନ୍ତି କେମିତି 

ଯଥା ସମ୍ଭବ ତୁମ ଇଛାପରେ....


ପ୍ରେମର ଅତୀତ ପିରତିକୁ ପାଦରେ ଦଳିଦେଇ 

ଅନୁତାପର ବିରହ ଦୋଳିରେ ଝୁଲେଇଦେଇ

ସତରେ କଣ ଭୁଲିଗଲ

ହଁ ମନେବା ରଖିବ କାହିଁକି

ଦରଦୀ ହୃଦୟର ଦରଖାସ୍ତ ଉପରେ

ମୁ ତ ଗତ କାଲିଟିଏ....


Rate this content
Log in

Similar oriya poem from Romance