Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Kumar Nath

Abstract Classics Inspirational

3  

Prasanta Kumar Nath

Abstract Classics Inspirational

ମୃତ୍ୟୁ

ମୃତ୍ୟୁ

1 min
221


ମୃତ୍ୟୁମୃତ୍ୟୁ ତୁମେ ଆସିବ ମୁଁ ଜାଣିଛି!ପଡ଼ୁଛି ଉଠୁଛି ଝୁଣ୍ଟୁଛି ଗଞ୍ଜଣା ଖାଉଛି ଅପେକ୍ଷା କରି କରି ଛାତିରୁ ଆଖିରୁ ରକ୍ତ ଝରାଇ ତଥାପି, ମରୁ ମରୁ ନିଇତି ବଞ୍ଚିଛି ।ଜାଣିଛି; ମୃତ୍ୟୁ ତୁମେ ଆସିବ!ପାପ ପୁଣ୍ୟ ବାଛବିଚାର ନକରି ନିଜ ଇଚ୍ଛାରେ ତୁମେ ନିଜେ ମାଲିକ,ଔଷଧ ବଇଦ ଗଣାପଛା ସବୁ ଅକାମୀସମୟ ଆସିଲେ କ୍ଷଣିକେ ନିର୍ଜୀବ ଦେହ ଗୋଟାକ ।ଜାଣିଛି; ମୃତ୍ୟୁ ତୁମେ ଆସିବ!କେମିତି ନା କେମିତି କେଉଁ ଭାବରେକେତେ ବାଗରେନୂଆ ଢଙ୍ଗରେ ।ଜାଣିଛି; ମୃତ୍ୟୁ ତୁମେ ଆସିବ!ତଥାପି କର୍ମ କରୁଛିଧର୍ମ କରୁଛିଦାନ ବାଣ୍ଟୁଛିଦୟା ଦେଖଉଛି,କାଳେ ବଞ୍ଚିଯିବି ଆଉ କିଛି କାଳଆଶା ମୁଁ ରଖିଛି ।


Rate this content
Log in

Similar oriya poem from Abstract