STORYMIRROR

Dr.Priyadarshee Praharaj

Tragedy Others

3  

Dr.Priyadarshee Praharaj

Tragedy Others

ମୃତ ବିକ୍ରମ

ମୃତ ବିକ୍ରମ

1 min
195


ହସର ବାହୁ ବନ୍ଧନେ

ଲୁଚି ଯାଏ ଦୁଃଖ,

ଆଖି ଠାରିି ଜାଣିଲେ ବି

ମଉନେ ରୁହେ ମୁଖ।

ଅଶାନ୍ତ ଭୂମିକମ୍ପ ମନେ

ଉଦ୍ଗୀରଣ ହୁଏ ଯେବେ ଭୋକ,

ସର୍ବଗ୍ରାସ କରି ବେଖାତିର ଧଙ୍ଗେ

ଟଳି ପଡେ ମର୍ମାହତ ପୋକ।

ନୂଆ ସକାଳର ନୂଆ ଚିନ୍ତା

ଝୁଲି ପଡେ ବେତାଳ ସାଜି,

ହାହକର ଭିତରେ ମଣିଷ କହେ

ବିକ୍ରମ କଳା ଲୋପ ଆଜି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy