STORYMIRROR

Liza Senapati

Tragedy

3  

Liza Senapati

Tragedy

ମୋବାଇଲ

ମୋବାଇଲ

1 min
12.4K

ନାହିଁ ଆଉ ସେ ଚିଠି,

ନାହିଁ ସେ ଡାକଘର,

ଯାଇଚି ଲିଭି ସେଇ ଦିନ,

ମୋବାଇଲ ହେଲାଣି ସଭିଙ୍କ ପ୍ରିୟ।

ଶୁଭୁ ନାହିଁ ଆଉ ଗାଁ ଦାଣ୍ଡେ,

ଚିଠି ନିଅ ଚିଠି ନିଅ,

ଶୁଭେ ହାଲୋ ହାଏ ବାଏ ବାଏ,

ବଦଳି ଯାଉଚି ଦୁନିଆ ମୋ,

ବଦଳି ଗଳଣି ଲୋକ,

ରଗଂ ଯାଇଚି ଫିକା ପଡ଼ି,

ସଭିଏଁ ଏଠି ବିଜି,

ନାହିଁ ଆଉ ସେ ଗପସପ,

ନାହିଁ ସେ ମସ୍ତି ,

ଯାଉଚି ବଦଳି ଦିନ,

ଯାଉଚି ବଦଳି,

ଚାଲରେ ବଦ୍ଧୁ ବଦଳି ଯିବା,

ଫେରିକି ଆସିବ ସେ ଦିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Tragedy