STORYMIRROR

Writer Roja Panda

Romance

2  

Writer Roja Panda

Romance

ମୋ ସ୍ୱପ୍ନର ସୌମ୍ୟ

ମୋ ସ୍ୱପ୍ନର ସୌମ୍ୟ

1 min
13.9K


ମୋ ସ୍ୱପ୍ନର ସୌମ୍ୟ

ରୋଜା ପଣ୍ଡା


ମୋ ସ୍ୱପ୍ନର ଆଲୌକିକ ପୁରୁଷ ସେ

ଭାବନା ଠାରୁ ଅନେକ ଦୂରରେ

ପରିପୃଷ୍ଟ ନାୟକଟେ ସେ

ତ୍ୟାଗ ତାର କରମୁଷ୍ଟିର ଅସ୍ତ୍ର

ସତ୍ୟ ତାର କୋମଳାଙ୍ଗର ବସ୍ତ୍ର

ସୌମ୍ୟକାନ୍ତ ରୂପ ସଙ୍ଗେ

ସ୍ମିତହାସ୍ୟ ଅଧର

କର୍ମ ତାର ବିବଶ କରେ

କରିବାକୁ ପ୍ରଣିପାତ ସାଦର

ମୋ ଆତ୍ମାର ପୁରୁଷ ସେ

ମୋ ହୃଦୟର ସ୍ପନ୍ଦନ

ଜନ୍ମ ଜନ୍ମ ରହିଥାଉ ବାନ୍ଧିହୋଇ

ତା ସାଥେ ମୋ ଭାଗ୍ୟ ବନ୍ଧନ

ଦେବାଙ୍ଗଧାରୀ ମୋର ସେହି

ପରମପୁରୁଷର ପାଦ ପୟରେ

ଲୋଟିରହୁ ମଥା ସଦା

ଏତିକି କାମନା ମୋର ଈଶ୍ୱରଙ୍କ ଠାରେ


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance