STORYMIRROR

Dr.Prativa manna

Romance

2  

Dr.Prativa manna

Romance

ମୋ ପ୍ରିୟା

ମୋ ପ୍ରିୟା

1 min
136

ଯେତେ ଦୁରେ ଥିଲେ

ମୋ ପ୍ରିୟା

ତାର ସ୍ମୃତିରେ

ମୁଁ ହଜିଯାଏ


ଶୀତୁଆ ସକାଳେ

ତା କଥା ଭାରି

ମନେ ପଡେ


ମଳୟ ବତାସେ

ତା ବାସ୍ନା

ବାରି ହୋଇ ଯାଏ


ତା ଅନୁପସ୍ଥିତି

କହିଦେଇ ଯାଏ

ତାକୁ କେତେ

ଭଲ ପାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Romance