STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ମୋ-ମା-ମୁଁ ଓ ମୋଝିଅ

ମୋ-ମା-ମୁଁ ଓ ମୋଝିଅ

1 min
37



ମୋ ପନ୍ଧୁ ଥିଲା ସୁତା ତନ୍ତ୍

ବୁଣା ଶାଢ଼ୀ ମୁଁ ପନ୍ଧିଲି

ପୋଲିଷ୍ଟର ପ୍ରକ୍ ମୋ

ଝିଅ ପିନ୍ଧିଚି ରେଶମୀ ଜାମା

ଯାଏ ଯେତେବେଳେ ବୂଲି

   ମୋ ମା ରୋଷେଇ କରୁଥିଲା

 ମାଟି ହାଣ୍ଡିରେ ରସ ଡେକ୍ଚିରେ

ଆଉ ମୁଁ ବ୍ଯବହାର କଲି ଷ୍ଟିଲ

ମୋ ଝିଅ ବ୍ଯବହାର କରୁଚି

ନନ୍ ଷ୍ଟିକ କୁକେର 

   ବାଜେ ହୁଇସିଲି

ମୋ ପିନ୍ଧୁଥୁଲା ଚପଲ ୟୋତା

ଆଊ ମୁଁ ପିନ୍ଧି ଲି ହାପ୍ ହିଲ୍

ମୋ ଝିଅ ପିନ୍ଧୁଚି ପଇଁଟେଡ

ହିଲ୍ ତା ଉପର ଷ୍ଟୋନ ଦିଶେ

   ଝିଲି ମିଲି

ମୋ ମା ହାତରେ ନାଉଥିଲା 

ମାଟି ଶଙ୍ଖା ମୁଁ ପିନ୍ଧିଲି ପାଣି

ଚୂଡି ମୋ ଝିଅ ହାତେ ପିନ୍ଧେ

ଗୋଟେ ହାତେ ଭେସଲେଟ୍

କହିଲେ ହସେ

          ଖିଲିଖିଲି

ବଦଳି ଗଲାଣି ସବୁ ଢ଼ଙ୍ଗ

ଯିଏ ଯେମିତି ପାରେ ଚଳି ।



Rate this content
Log in

Similar oriya poem from Inspirational