STORYMIRROR

Lalatendu Kabi

Inspirational Others

2  

Lalatendu Kabi

Inspirational Others

ମୋ ଘରେ ଆସିବ ଥରେ

ମୋ ଘରେ ଆସିବ ଥରେ

1 min
2.8K


ମୋ ଘରେ ଆସିବ ଥରେ

ମଧୁ ଝରା ଗୀତ ଲେଖି ସାରା ମିତ

ଯତନେ ରଖିଛି ତାକୁ;

ଦେଖି ମଧ୍ୟେ ମଧ୍ୟେ ମନେ ରଖି ଦିଏ

ମଲା ଯାଏ ଗାଇବାକୁ ॥୧॥

ମୋ ପ୍ରାଣ-ସଂଗୀତ ମରଣ ଇଙ୍ଗିତ

ଗ୍ରୀଷ୍ମ ବର୍ଷା ଶୀତ ପାଇଁ;

ମୋର ମଲା ପରେ ଆସି ମୋର ଘରେ,

ନେଇ ଯିବ ଥରେ ଭାଇ ॥୨॥

ଲଲାଟେନ୍ଦୁ କବି

୨୦୧୮୦୪୦୨୦୯୩୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational