STORYMIRROR

Reena Dwibedy

Tragedy

3  

Reena Dwibedy

Tragedy

ମୋ ଗାଁ

ମୋ ଗାଁ

1 min
6

ଗାଁ ଆଉ ଗାଁ ରହି ନାହିଁ 

ନାହିଁ ତାର ପ୍ରକୃତ ମହକ 

ଗୋଧୂଳି ରେ ବାସ୍ନା ନାହିଁ ପୁଣି 

ଦେଖୁ ନାହିଁ ପିଲାଙ୍କ ଖେଳ କୁଦ 

ସନିଆ ବୋଉ ମିତା ବାପା ବୋଲି 

ଗାଁ ଦାଣ୍ଡରେ ଶୁଭୁନି ଆଇ ଙ୍କ ଡାକ 

ଗାଧୁଆ ଘାଟରେ ଦାଣ୍ଡ ପିଣ୍ଢା ରେ ପୁଣି 

ଭେଟ ହେଉ ନାହାନ୍ତି ଗାଁ ମାଇପେ ଯାକ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy