STORYMIRROR

Reena Dwibedy

Tragedy

4.5  

Reena Dwibedy

Tragedy

ଇଛା

ଇଛା

1 min
10

ଆଜି କାଇଁ ଇଛା ହେଉଛି ଶୋଇଯିବାକୁ ଚିର ଦିନ ପାଇଁ 
ଆଜି କାଇଁ ଇଛା ହେଉଛି ପ୍ରଭୁ ତୁମ ପାଦେ ଆଶ୍ରିତ ହେବା ପାଇଁ ଇଚ୍ଛା ଲାଗୁନାହିଁ ମୋହ ମାୟାରେ ଯୋଡ଼ି ହେବା ପାଇଁ
ଇଚ୍ଛା ତ ହେଉଛି ପ୍ରଭୁ ତୁମ ପାଦ ଧରି ଖୁବ ଜୋରରେ କାନ୍ଦିବା ପାଇଁ 
ଆବଶ୍ୟକ ନାହିଁ ବାକି ଆୟୁଷ କୁ 
ଛଡେଇ ନିଅ ହେ ପ୍ରଭୁ 
ଜୀବନ ନାଟକରେ ଅଭିନୟ କରିକି ମୁଁ 
ନିରାଶା ହେଲି ହେ ପ୍ରଭୁ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy