STORYMIRROR

Jasoda Majhi

Tragedy

3  

Jasoda Majhi

Tragedy

କରୋନା ରାକ୍ଷସ

କରୋନା ରାକ୍ଷସ

1 min
396

ଆସିଲା କରୋନା କଲା ଆନମନା

ବିଶ୍ଵ ହେଲା ଥର ହର,

ମେଦିନି କମ୍ପିିିିଲା ପୃଥିବୀ ଥରିଲା

ଜୀବ ହେଲେେ ଛାରଖାର।


 ହେଲା ଭୟଙ୍କର ରୁପ ଯେ ଆମର

ଭାବିିିଲେେ ଲାଗଇ ଡର 

କଲା କର୍ମ ସବୁ ଭୋଗୁୁୁୁଛୁ ବୋଲିଣ 

ମନରେ ଥିଲା ବିିଚାର ।


ପ୍ରାାଣର ଆକଲେ ଯାହାବି ମିିିିିଳିଲେ

ହୋୋଇଲା ଖାଦ୍ୟ ପଦାର୍ଥ

ସରକାର ଜନ ସେବା କରି କରି

ସରେଇଲା ବହୁ ଅର୍ଥ ।


ଗରିବ ଲୋକରେ ବାଣ୍ଟିଲା ପଇସା

ଦେଶର ମଙ୍ଗଳ ପାଇଁ,,

ବସ୍ ଟ୍ରେନ୍ ଧରି ଧାଇଁଗଲେ ମୋଦି

ଦାାଦନିଙ୍କ ସେେବା  ପାଇଁ ।


ଆଣିଲେ ସଭିଙ୍କୁ ସୁୁୁୁରକ୍ଷିତ କରି

ନ ଦେଇ ଟିକିଏ କ୍ଳେଶ ,

କାରୋନା ତ ଦେଶ ଲୋକଙ୍କୁ ହେଉଛିି

ଦେେଉଛି କେତେ ଯେ ଶ୍ଲେଷ ।


ସତର୍କ ରୁୁୁହନ୍ତ୍ତୁ ସଜାଗ ରୁହନ୍ତୁ 

ରୁୁୁହନ୍ତୁ ସଭିଏ ଘରେ ,

ମାାାସ୍କ ପିିନ୍ଧୀୀ ସାନିଟାଇଜର ମାରିକି 

କରନ୍ତୁ କାମ ବାହାରେ ।


ସରକାରଙ୍କ ନୀତିିନିିୟମ ପାଳିବା

ନ ହୋଇବା ଅମାନିଆ ,

ରଖିବା ଯଦି ନିଜର ଯତନ

ସୁୁୁୁରକ୍ଷିତ ହୋଇବ ସାରା ଦୁନିଆଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy