STORYMIRROR

Reena Dwibedy

Romance

3  

Reena Dwibedy

Romance

ଯେବେ ବର୍ଷା ଆସେ

ଯେବେ ବର୍ଷା ଆସେ

1 min
9

ନୀଳ ଆକାଶରେ ମେଘ

ଯେବେ ଖେଳୁ ଥିବାର ଦେଖେ 

ହଜିଯାଏ ତୁମ ସ୍ମୃତିରେ 

ଦେହେ ଶିହରଣ ଭରିଯାଏ

ମନ ପୁଲକିତ ହୋଇଯାଏ 

ଯେବେ ପଡେ ବର୍ଷା ଛିଟା ଦେହେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance