STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ମୋ ବୋଉ

ମୋ ବୋଉ

1 min
13.1K


ବୋଉ ମୋତେ ଯାହା   ଶିଖାଇ ଦେଇଛି

ପାରିବି ନାହିଁ ବୁଝାଇ

ଏତିକି କହିବି   ବଞ୍ଚିଥିବା ଯାଏଁ

ତାକୁ ମୁଁ ଭୁଲିବି ନାହିଁ


  ମାତୃ ପ୍ରେମେ ଯିଏ    ବନ୍ଧା ହୋଇଅଛି

      ସେ ଏକା ବୁଝି ପାରିବ

  ଅନ୍ୟ ସମସ୍ତଙ୍କୁ    ଅନୁରୋଧ ମୋର           

ବୁଝିବାରେ ଧ୍ୟାନ ଦେବ

ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational