STORYMIRROR

Chittaranjan Lenka

Tragedy

2  

Chittaranjan Lenka

Tragedy

ମୋ ବୋଉ

ମୋ ବୋଉ

1 min
2.8K


ବୋଉ କଥା ମୋର  ମନେ ପଡେ ଯେବେ

ଦୁଇ ଧାଡି ଲେଖି ଦିଏ

ଲେଖିଦିଏ ସିନା          ପଢିବାକୁ ତାକୁ

ଧୈର୍ଯ୍ୟହାନି ହୋଇଥାଏ


ପ୍ରକାଶ କରଇ           ତୁମରି ନିକଟେ

ଦୁଃଖ ପ୍ରଶମିତ ପାଇଁ

ମାଆର ମମତା          ବୁଝନ୍ତୁ ସମସ୍ତେ

ଯିଏ ବୁଝିପାରୁନାହିଁ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy